Mix note
Definition :- A word or a group of words which
makes a complete sense, is called a
sentence.
ସଂଜ୍ଞା :- ଗୋଟିଏ ଶବ୍ଦ ବା କେତେ ଗୁଡିଏ ପଦ ର ସମାହାର ରେ ସୃଷ୍ଟି,
ଏବଂ ମନର ଭାବକୁ ସମ୍ପୂର୍ଣ୍ଣ ରୂପରେ ପ୍ରକାଶ (ବୁଝାଇଲେ )
କରୁଥିବା ଶବ୍ଦ ଗୁଚ୍ଛ କୁ ବାକ୍ୟ(sentence ) କୁହାଯାଏ l
Sentences are two section :-
1.Part of a sentence
2.Kind of a sentence
Kind of sentence କୁ ଛ (6) ଭାଗରେ ବିଭକ୍ତ କରାଯାଇଥାଏ l
1. Affiramative Sentence,Declarative sentence
(ସକାରାତ୍ମକ ବାକ୍ୟ )
2. Negetive sentence (ନକାରାତ୍ମକ ବାକ୍ୟ )
3. Interrogative sentence (ପ୍ରଶ୍ନବାଚକ ବାକ୍ୟ )
4.Imperative sentence ( ଆଦେଶ ସୂଚକ ବାକ୍ୟ )
5.Exclamatory sentence (ବିସ୍ମୟ ସୂଚକ ବାକ୍ୟ )
6. Optative sentence (ଇଛାର୍ଥକ ବାକ୍ୟ )
Affirmative sentence :- ସକାରାତ୍ମକ ବାକ୍ୟ
ଯେଉଁ ବାକ୍ୟ ରେ ଶବ୍ଦ ଗୁଡିକ ସାଧାରଣ, ସକାରାତ୍ମକ ବା କିଛି
ସରଳ ଅର୍ଥ ପ୍ରଦନ କରେ ତାହାକୁ affirmative sentence
ବା ସକାରାତ୍ମକ ବାକ୍ୟ କୁହାଯାଏ l
Ex:- priyansh is a intelligent girl.
Swayamprakash is my best friend.
There is a book on the table.
You are my wellwisher .
Negetive sentence :- ନକାରାତ୍ମକ ବାକ୍ୟ
ଯେଉଁ ବାକ୍ୟରେ ଶବ୍ଦ ଗୁଡିକ ନାଁ, ନାହିଁ, ନୁହେଁ ଏମିତି କିଛି ନିଷେଧ୍ୟା
ଅର୍ଥ ପ୍ରଦାନ କରେ ତାହାକୁ Negetive sentence କୁହାଯାଏ l
Ex:- priyansh is not a intelligent girl.
Swayamprakash is not my best friend.
That is not a book.
You are not my wellwisher .
Interrogative sentence :- ପ୍ରଶ୍ନବାଚକ ବାକ୍ୟ
ଯେଉଁ ବାକ୍ୟରେ କୌଣସି ପ୍ରଶ୍ନ ପଚରା ଯାଏ ତାହାକୁ Interrogative
Sentence ବା ପ୍ରଶ୍ନବାଚକ ବାକ୍ୟ କୁହାଯାଏ l
Ex:-is priyansh a intelligent girl ?
Is Swayamprakash my best friend ?
Is that my book ?
Are You not my wellwisher ?
Imperative sentence :- ଆଦେଶସୁଚକ ବାକ୍ୟ
ଯେଉଁ ବାକ୍ୟରେ ଆଦେଶ / ଅନୁରୋଧ /ଉପଦେଶ /ଆଶିଷ
ଇତ୍ୟାଦି ର ଭାବନା ଆସେ ତାହାକୁ Imperative sentence
ବା ଆଦେଶଶୁଚକ ବାକ୍ୟ କୁହାଯାଏ l
Ex:- open the door.
Please, give me your book.
Please, give me a glass of water.
Exclamatory sentence :- ବିସ୍ମୟ ସୂଚକ ବାକ୍ୟ
ଯେଉଁ ବାକ୍ୟର ଅର୍ଥ ଆମକୁ ଚମକାଏ,ବିସ୍ମିତ କରେ,ତୀବ୍ର ଭାବନା ଦିଏ
କିମ୍ବା କିଛି ଆଶ୍ଚର୍ଯ୍ୟ କରାଏ ସେହି ବାକ୍ୟ କୁ Exclametory sentence
ବା ବିସ୍ମୟ ସୂଚକ ବାକ୍ୟ କୁହାଯାଏl
Ex:- Alas ! I am lost.
Hurrah ! We have won the match.
Ohh ! Blood.
Ouh.. Ouh.! There is a big bulding.
Optative sentence :- (ଇଛାର୍ଥକ ବାକ୍ୟ)
ଯେଉଁ ବାକ୍ୟ କୌଣସି କାମନା ବ ଇଚ୍ଛା କୁ ପ୍ରକଟ କରାଇଥାଏ
ତାହାକୁ Optative sentence କୁହାଯାଏ l
Ex:- may you live long.
Happy birthday to you.
Happy married life.
What is clause :-
Def:- A clause is a sentence or the part of a
sentence that has a subject and a
Predicate.
(ଏକ ଖଣ୍ଡବାକ୍ୟ, ବାକ୍ୟାଂଶ ବା ଵାକ୍ୟାଖଣ୍ଡ ଗୋଟିଏ ବାକ୍ୟ
ବା ବାକ୍ୟର ଅଂଶ ଯାହାର ଗୋଟିଏ ଉଦେଶ୍ୟ(Subject )
ଓ ଗୋଟିଏ(Predicate )ବିଧେୟ ଥାଏ l )
Clause =Group of words
Sub+verb(Predicate )+Meaningfull= Clause
Ex:- He laughs.
She eats.
Clauses are two (2) types
1.Main clause or independent clause
(ମୁଖ୍ୟ ଖଣ୍ଡବାକ୍ୟ କିମ୍ବା ପ୍ରଧାନ ଖଣ୍ଡବାକ୍ୟ )
2.Subordinate clause or Dependent clause
(ପରାଧୀନ ବାକ୍ୟ ବା ନିର୍ଭରଶୀଳ ବାକ୍ୟ )
👉What is Main clause or Independent clause ?
:- The clause that has its independent meaning
or can stand on its own,is the Main clause or
independent clause.
(ଯେଉଁ ଖଣ୍ଡଵାକ୍ୟର ସ୍ୱାଧୀନ ଅର୍ଥ ରହିଛି ବା ନିଜ ଅର୍ଥ ନିଜେ
ପ୍ରକାଶ କରିପାରେ,ତାହାକୁ ମୁଖ୍ୟ ବା ପ୍ରଧାନ ଖଣ୍ଡଵାକ୍ୟ
କୁହାଯାଏ )
Ex:-Ex:-Gopal said that he was happy.
Ex:-I asked the boy how old he was.
Ex:-The police officer asked the driver why he
was driving so speedly.
Ex:-There is no meaning in what gopal says.
👉What is a subordinate or dependent clause ?
:- A clause which can't stand independently as
a sentence, is called a subordinate or depen-
dent clause.
(ଯେଉଁ ଖଣ୍ଡଵାକ୍ୟ ସ୍ୱାଧୀନ ଭାବରେ ଏକ ବାକ୍ୟ ରୁପେ ବ୍ୟବହୃତ
ହୋଇପାରେ ନାହିଁ, ତାହାକୁ ନିର୍ଭରଶିଳ ବା ଆଶ୍ରିତ ଵାକ୍ୟାଖଣ୍ଡ
ବା ଉପଵାକ୍ୟ କୁହାଯାଏ l
Ex:-Gopal said that he was happy.
Ex:-I asked the boy how old he was.
Ex:-The police officer asked the driver why he
was driving so speedly.
Ex:-There is no meaning in what gopal says.
1.ଜୀବ ଶରୀରରେ ଦହନ ପ୍ରକ୍ରିୟା କୁ କଣ କୁହାଯାଏ ?
A. ବିଜାରଣ
B. ଶ୍ୱସନ
C.ଜାରଣ
D. None
2. ଜୀବ କୋଷରେ ଇଲୋକ୍ଟ୍ରୋନ ପରିବହନ କେଉଁଠି ହୁଏ ?
A. ଫୁସଫୁସ
B. ଧମନୀ
C. ମାଇଟ୍ରୋକାଣ୍ଡ୍ରିଆ
D. None of the above
3. ସାଇଟ୍ରିକ ଅମ୍ଳ ଚକ୍ର କୁ କେଉଁ ଚକ୍ର ମଧ୍ୟ କୁହଯାଏ ?
A. କେଲେଭିନ ଚକ୍ର
B. ଅଶୋକ ଚକ୍ର
C. Crebesh chakra
D. NONE
4.ସୀତସୁପ୍ତି ସମୟରେ ବେଙ୍ଗ କାହାଦ୍ୱାରା ଶ୍ୱାସକ୍ରିୟା କରେ ?
A. ଗାଲି
B. ଫୁସଫୁସ
C. ଚର୍ମ
D. None
5. ଶ୍ୱାସନାଳୀର ଦ୍ଵାରକୁ କଣ କୁହାଯାଏ ?
A.ଗାଲି
B. ଗ୍ଲଟୀସ
C.ଲସିକାଭ ଅଙ୍ଗ
D. None
6. ଅସରପା କେଉଁ ଅଙ୍ଗ ଦ୍ୱାରା ଶ୍ୱାସକ୍ରିୟା କରେ ?
A. ଗାଲି
B. ଚର୍ମ
C. ଶ୍ୱାସରନ୍ଧ୍ର
D. None
7. ବେଙ୍ଗଫୁଲା ଓ ମାଛ ର ଶ୍ୱାସକ୍ରିୟା ଜନିତ ଅଙ୍ଗର ନାମ କଣ ?
A.ଫୁସଫୁସ
B. ଚର୍ମ
C. ଗାଲି
D. None
8. ଜିଆ ଓ ଜୋକ ର ଶ୍ୱାସକ୍ରିୟା ଜନିତ ଅଙ୍ଗ ର ନାମ କଣ ?
A. ଗାଲି
B. ଫୁସଫୁସ
C. ଚର୍ମ
D. None
9.ଇଷ୍ଟ ରେ ସୁରାସାର ପ୍ରକ୍ରିୟା କୁ କଣ କହନ୍ତି ?
A. ଜାରଣ ପ୍ରକ୍ରିୟା
B. ବିଜାରଣ ପ୍ରକ୍ରିୟା
C. ସୁରାସାର କିଣ୍ୱନ
D. None of the above
10. ବାକୁଲା ପ୍ରକ୍ରିୟା ରେ କେଉଁ ଅମ୍ଳ ଯୋଗ ହୁଏ ?
ଅ. ଏସିଟିକ ଅମ୍ଳ
B. ସାଇଟ୍ରିକ ଅମ୍ଳ
C. ଲକାଟିକ ଅମ୍ଳ
D. None
11.ନାସାରନ୍ଧ୍ର କାହାଦ୍ୱାରା ଗଠିତ ହୋଇଥାଏ ?
A. କ୍ୟାଲିସିୟମ
B. ମାଗ୍ନେସିୟମ
C. ଉପାସ୍ଥି
D. None
12. ଗ୍ରସନି ପଛରେ ଥିବା ଲସିକାଉ ଅଙ୍ଗର ନାମ କଣ ?
A. ନାକ
B. ନାସାପଥ
C. ଟନସିଲ
D. None
13. ଫୁସଫୁସ ଧମନୀ ଦ୍ୱାର ଦେଇ କେଉଁ ପ୍ରକାର ରକ୍ତ ହୃତପିଣ୍ଡ
କୁ ଆସେ ?
A. ଅମ୍ଳଜାନ
B. ଉଦଜାନ
C. ଅଙ୍ଗରକାମ୍ଳ
D. None
14. ସ୍ଵାଶପଥର ପ୍ରଥମ ଅଙ୍ଗର ନାମ କଣ ?
A. ଗଳା
B. ନାକ
C. ନାସାପଥ
D. None
15. କୋଷଜୀବକରେ କେଉଁ ପ୍ରକ୍ରିୟା ସମ୍ପାଦିତ ହୁଏ ?
A. ଜାରଣ
B. ବିଜାରଣ
C. ଗ୍ଲାକୋଲିସିସ
D. None
16.ମାଇଟ୍ରୋକଣ୍ଡ୍ରିୟା ଅଙ୍ଗିକା କେଉଁ ଝିଲ୍ଲୀ ଦ୍ୱାରା ଆବୃତ ?
A. ଦ୍ବିସ୍ତରୀୟ
B. ତ୍ରିସ୍ତରୀୟ
C. Both
D. None
17.ଅନ୍ତଝିଲ୍ଲୀ ରେ କିଏ ପରିବହନ ସଂସ୍ଥା କାର୍ଯ୍ୟ କରେ ?
A. ପ୍ରୋଟୋନ
B. ନିଉଟନ
C. ଇଲେକ୍ଟ୍ରୋନ
D. None
18. ସୁରାସାର କିଣ୍ୱନ ଏକ କେଉଁ ଶ୍ୱସନ ?
A. ବାୟୁ ଅପଜୀବୀ
B. ବାୟୁ ଉପଜୀବୀ
C. Both
D. None
19. ଜିଆ ଜୋକ ଓ ବେଙ୍ଗ କାହା ଦ୍ୱାରା ଶ୍ୱାସକ୍ରିୟା କରନ୍ତି ?
A. ଗାଲି
B. ଫସଫୁସ
C. ଚର୍ମ
D. None
20.କଙ୍କଡା ଓ ଚିଙ୍ଗୁଡ଼ି କାହା ଦ୍ୱାରା ଶ୍ୱାସକ୍ରିୟା କରନ୍ତି ?
A. ଗାଲି
B. ଚର୍ମ
C. ଫୁସଫୁସ
D. None
1. କେଉଁ ଯନ୍ତ୍ର ଦ୍ୱାରା ମୂଳଜ ଚାପ ମପାଯାଏ ?
(2012,2016-A,2018-A) (ପରିବହନ ଓ ସଂଚାଳନ )
A-ମନୋମିଟିର
B. ଏମିଟର
C. ଭୋଲ୍ଟମିଟର
D. None
2.ଜୀବ କୋଷର ଶକ୍ତିମୁଦ୍ରା କିଏ ?
(2017-A, 2018-S) (ଶ୍ୱସନା)
A-ATP
B. NADPH
C. ମାଇଟ୍ରୋକାଣ୍ଡ୍ରିଆ
D. NONE
3.ଏକ ମଣିଷ ର ହୃତପିଣ୍ଡ ସ୍ପନ୍ଦନ ର ହାର ମିନିଟି ପ୍ରତି କେତେ ?
(2014-S,2018- S) (ପରିବହନ ଓ ସଂଚାଳନ )
A-72
B.20-30
C.204
D.76
4. ଶରୀର କୁ ଉଷୁମ ରଖିବାରେ କେଉଁ ଖାଦ୍ୟ ସହାୟକ
ହୋଇଥାଏ ?
(2014-A, 2020-S) (ପୋଷଣ )
A-ସ୍ନେହସାର
B. ଧାତୁସାର
C. ପୁଷ୍ଟିସାର
D. None
5. ତିମି,କଇଁଛ,କୁମ୍ଭୀର ଭଳି ପ୍ରାଣୀମାନେ କାହା ସାହାର୍ଯ୍ୟ ରେ
ଶ୍ୱାସକ୍ରିୟା କରନ୍ତି ?
(2014-A) (ଶ୍ୱସନ)
A- ଫୁସଫୁସ
B. ଗାଲି
C. ଚର୍ମ
D. ନାକ
6. କେଉଁ ପ୍ରାଣୀରେ ଦୈତ ସଂଚାଳନ ହୁଏ ?
(2014-A, 2019- S) (ପରିବହନ ଓ ସଂଚାଳନ )
A-ମାଛ
B. ବେଙ୍ଗ
C. କୁମ୍ଭୀର
D. ମଣିଷ
7. ହାନାଷ କ୍ରେବେଷ କଣ ଆବିଷ୍କାର ପାଇଁ ନୋବେଲ ପୁରସ୍କାର
ପାଇଥିଲେ ?
(2014-A ) (ଶ୍ୱସନ)
A- ସାଇଟ୍ରିକ ଅମ୍ଳ ଚକ୍ର (1953)
B. କ୍ରେବେସ ଚକ୍ର
C. Both
D. None
8. ଅସରପା କାହା ଦ୍ୱାରା ଶ୍ୱାସକ୍ରିୟା କରେ ?
(2013,2017-S) (ଶ୍ୱସନ)
A-ଶ୍ୱାସରନ୍ଧ୍ର
B. ଗାଲି
C. ଚର୍ମ
D. ଫୁସଫୁସ
9.ହୃତପିଣ୍ଡ କେଉଁ ଅଂଶ ସହିତ ଫୁସଫୁସ ର ସିରା ସଂଯୁକ୍ତ ?
(2015) (ପରିବହନ ଓ ସଂଚାଳନ )
A- ବାମ ଅଳିନ୍ଦ
B. ଦକ୍ଷିଣ ନିଳୟ
C.ମଧ୍ୟଚ୍ଛାଦା
ଫୁଲ. None
10. ସୀତ ସୁପ୍ତି ସମୟରେ ବେଙ୍ଗ କାହା ଦ୍ୱାରା ଶ୍ୱାସକ୍ରିୟା କରେ ?
(2015,2015-A) (ଶ୍ୱସନ)
A- ଚର୍ମ
B. ଗାଲି
C. ଚର୍ମ
D. None
11. ନିର୍ମୁଳି ଓ ରଫାଲେସିଆ ରେ କେଉଁ ପ୍ରକାରର ପୋଷଣ
ଦେଖାଯାଏ ?
(2014-A,2018-A) (ପୋଷଣ )
A-ପରଜିବୀୟ
B. ମୃତପଜୀବୀୟ
C. ସହଜୀବୀୟ
D. None
12. ରକ୍ତ ଜମାଟ ନ ବାନ୍ଧିବାରେ କେଉଁ ପ୍ରୋଟିନ ସାହାର୍ଯ୍ୟ କରେ ?
(2017-A, 2013)(ପରିବହନ ଓ ସଂଚାଳନ )
A-ହିପାରିନ
B. କାରଟିନ
C. Both
D. None
13."ରକ୍ତ ବର୍ଗ ନିର୍ତ୍ଦିଷ୍ଟତା ପ୍ରଦାନ କରେ " ଏକଥା କିଏ କହିଥିଲେ ?
(2015-A) (ପରିବହନ ଓ ସଂଚାଳନ )
A-ଲ୍ୟାଣ୍ଡଷ୍ଟେଇନେର
B. ହାନସ କ୍ରେବେଷ
C. ଆଇନଷ୍ଟାଇନ
D. None
14. ଫୁସଫୁସ ଧମନୀ ହୃତପିଣ୍ଡ ର କେଉଁ କୋଠରୀ ସହ ସଂଯୁକ୍ତ ?
(2013, 2017-A) (ପରିବହନ ଓ ସଂଚାଳନ )
A- ଦକ୍ଷିଣ ନିଳୟ
B. ବାମ ନିଳୟ
C. ବାମ ଅଳିନ୍ଦ
D. ଦକ୍ଷିଣ ଅଳିନ୍ଦ
15. କେଉଁଠାରେ ହରିତ ଲବକ ଅନ୍ଧକାର ପ୍ରକ୍ରିୟା ସମ୍ପାଦନ କରେ ?
(2014-S, 2018-2018-S) (ପୋଷଣ )
A-ଷ୍ଟ୍ରୋମା
B. ପତ୍ର
C. ଷ୍ଟୋମଟା
D. None
16. ହୃତପିଣ୍ଡ ର କେଉଁ ପ୍ରକୋଷ୍ଠ ଅଧିକ କାର୍ଯ୍ୟକ୍ଷମ ?
(2015-A, 2018-A)
A-ବାମ ନିଳୟ
B. ଦକ୍ଷିଣ ନିଳୟ
C. ବାମ ଅଳିନ୍ଦ
D. None
A simple sentence has just one clause.
Examples are given below.
He went to the market.
She recognized them at once.
I have paid the fee.
A compound sentence has two or more coordinate
clauses connected by a coordinating conjunction. Examples of such connecting expressions are: and,
but, or, for, so, yet, either…or, neither…nor, both…and
We can convert a simple sentence into a compound sentence by expanding a word or phrase into a
coordinate clause.
Study the examples given below.
She came here to see me. (Simple)
She came here and saw me. (Compound sentence)
Here we expanded the infinitive to see into a coordinate clause.
In spite of his hard work, the boy didn’t succeed.
(Simple sentence)
The boy worked hard, but he didn’t succeed.
(Compound sentence)
Here we expanded the prepositional phrase
‘in spite of his hard work’ into a coordinate clause.
The teacher praised the boy for his diligence.
(Simple sentence)
The boy was diligent, so the teacher praised him. (Compound sentence)
Having finished their work for the day, the masons
went home. (Simple sentence)
The masons finished their work for the day and
went home. (Compound sentence)
In spite of his popularity, he cannot be considered
as a great writer. (Simple sentence)
He is popular but he cannot be considered as a great
writer. (Compound sentence)
1.may you live long !
A. Assertive
B. Exclamatory
C. Imperative
D. Optative
2.why do you call me ?
A.Exclamatory
B. Imperative
C. Optative
D. Interrogative
3.He Hates me.
A. Assertive
B. Exclamatory
C. Imperative
D. Optative
4.what a nice flower is !
A. Assertive
B. Exclamatory
C. Imperative
D. Optative
5.please give me food.
A. Assertive
B. Exclamatory
C. Imperative
D. Optative
6.This is the boy who help me ?
A. Assertive
B. Exclamatory
C. Imperative
D. Optative
7.He never takes coffe.
A. Assertive
B. Exclamatory
C. Imperative
D. Optative
8.Where do you live ?
A.Exclamatory
B. Imperative
C. Optative
D. Interrogative
9.There is a big hospital in my village .
A. Assertive
B. Exclamatory
C. Imperative
D. Optative
10.Have you not taken your food yet ?
A.Exclamatory
B. Imperative
C. Optative
D. Interrogative
11.Always respect the elders.
A.Exclamatory
B. Imperative
C. Optative
D. Interrogative
12.Do I write well ?
A.Exclamatory
B. Imperative
C. Optative
D. Interrogative
13.Don't belive her.
A.Exclamatory
B. Imperative
C. Optative
D. Interrogative
14.Hurrah ! You have own the match .
A.Exclamatory
B. Imperative
C. Optative
D. Interrogative
15.Let me watch videos.
A.Exclamatory
B. Imperative
C. Optative
D. Interrogative
16.Turn to page 25 in your grammar book ?
A.Exclamatory
B. Imperative
C. Optative
D. Interrogative
17.Don't touch a live wire ?
A.Exclamatory
B. Imperative
C. Optative
D. Interrogative
18.Let us move on.
A.Exclamatory
B. Imperative
C. Optative
D. Interrogative
19.How luckily I escaped the accident !
A.Exclamatory
B. Imperative
C. Optative
D. Interrogative
20.Who did you give it to ?
A.Exclamatory
B. Imperative
C. Optative
D. Interrogative
1.ଚିଲିକା ରେ ସାୟନ୍ତନ ଦୃଶ୍ୟ କବିତାର ପ୍ରଥମ ଭାଗରେ କବିଙ୍କର
କାହାର ସ୍ମରଣ ଯୋଗୁ ମନରେ ଭାବାବେଗ ସୃଷ୍ଟି କରୁଛି ?
A. ସୁନ୍ଦର ସଂଗୀତ
B. ଆବେଗ ପୂର୍ଣ୍ଣ ଭାବନା
C. କବିସୂର୍ଯ୍ୟ ଙ୍କ ଗୀତାମୃତ
D. ଶାନ୍ତିପୂର୍ଣ ଭାବନା
2. କବିତା ଭିତରେ କେଉଁ ଭାବନା ଉଦବେଳନ ସୃଷ୍ଟି କରୁଛି ?
A. ଜାତୀୟତାବାଦ
B. ଧର୍ମୀୟଭାବନା
C. ଜାତୀୟଣାମାନୋଭାବ
D. ଜାତୀୟ ଭାବନା
3. କବିତା ଭିତରେ କେଉଁ ଭାବନା ଜୀବନ ପ୍ରତି ମହାନ ବାର୍ତା
ପ୍ରଦାନ କରିଛି ?
A. ମନଛୁଆଁ ବାର୍ତ୍ତା
B. କଟୁବାର୍ତ୍ତା
C. ଶାଶ୍ୱତବର୍ତ୍ତା
D. ଆକ୍ରୋଶ ପୂର୍ଣ୍ଣ ବାର୍ତ୍ତା
4. ସର୍ପଭୂଷିତ ଚନ୍ଦ୍ରଚୂଡ଼ାଙ୍କ ତନୁଭଳି କଣ ଶୋଭା ପାଉଛି ବୋଲି
କବି କହିଛନ୍ତି ? (2018-A)
A. ଘଞ୍ଚ ଜଙ୍ଗଲ
B. ଖରା ଓ କାକର
C. ହ୍ରଦ ଓ ସମୁଦ୍ର
D. ଛାୟା ମିଶ୍ରିତ ବନସ୍ଥଳୀ
5. ମିନ ଆକର୍ଷଣ ପାଇଁ ନୌକା ରେ କିଏ ମସାଲ ଜାଳିଥିଲେ ?
(2020-A)
A. ନୌକାଚାଳକ
B. ମଙ୍ଗଧାରୀ ସେବକ
C. ନୌକାଯାତ୍ରୀ
D. ମସ୍ଚ୍ୟଜୀବୀ
6. କଳିର ଉପଦ୍ରବ ରେ କିଏ ବନଭୂମି କୁ ଆଶ୍ରୟ ପାଇଁ ଫେରିଯାଇଛନ୍ତି ?
(2016-s,2015-s)
A. କୋଳାହଳ
B. ଅତିଶୟ ଶବ୍ଦ ହୁଙ୍କାର
C. ଶାନ୍ତି
D. ବର୍ଣ୍ଣନା ନାହିଁ
7. ହ୍ରଦର ମଧ୍ୟ ଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି ?(2018-A)
A. ଦୀପପୁଞ୍ଜ
B. ଦ୍ବୀପ
C.ଘଞ୍ଚ ଜଙ୍ଗଲ
D. ବିହଙ୍ଗ ମୟ
8. ଚନ୍ଦ୍ରକିରଣରେ ଜୁଡୁବୁଡୁ ଚିଲିକାକୁ କବି କଣ କହିଛନ୍ତି ?
A.ସମୁଦ୍ର
B. ଧଳା ରଙ୍ଗର ଜଳ
C. କ୍ଷୀର ସାଗର
D. ସଫା ରଙ୍ଗର ତୈଳ
9. ତରଙ୍ଗରେ ଦୋହଲି ଦୋହଲି କିଏ ଆସୁଥାଏ ?
A. ପାଣି ଯାହାଜ
B. ବୋଇତ
C. ବୁଡ଼ା ଡ଼ଙ୍ଗା
D. ସମୁଦ୍ର ର ମାଛ
10.ଦୁଖୀ ମନରେ କାହାର ଉତଥାନ ପତନ ଘଟିଥାଏ ?(2019-A)
A. ଭୟ
B. ଲାଜ
C. ରାଗ
D.ଆଶା
11. କବି କେଉଁମାନଙ୍କୁ 'ମଧୁର ହାସିନୀ ' ବୋଲି କହିଛନ୍ତି ? (2018-A)
A. ନୌକାଚାଳକ ମାନଙ୍କୁ
B. ନୌକାଯାତ୍ରୀମାନଙ୍କୁ
C. ଦିଗଙ୍ଗାନମାନଙ୍କୁ
D. ଚିଲିକା ର ଦର୍ଶକ ମାନଙ୍କୁ
12. କବିଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା ଦୁକୁଳ ର ଅର୍ଥ କଣ ?
A. ସୁନ୍ଦର ପୋଷାକ
B. ରାମଣୀୟ ପୋଷାକ
C. ପାଟଲୁଗା
D. ପୁରୁଷଙ୍କ ପୋଷାକ
13. ମିନ ଆକର୍ଷଣ ପାଇଁ ପୋତପାଳ ନୌକାରେ କଣ ଜାଳିଦିଇଥିଲେ ?
(2020)
A.ଦ୍ବୀପ
B. ମଶାଲ
C. ଅଗି
D. ମହାମବତୀ
14. "ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ "ଏହା କିଏ କହିଥିଲେ ?
(2018-A,2015-s)
A. ଫକୀରମୋହନ
B. ଗଙ୍ଗାଧର ମେହେର
C. ବଳଦେବ ରଥ
D. ମଦୁସୂଦନ ଦାସ
15. ତରଣୀରେ ଜଳୁଥିବା ମଶାଲ କୁ କବି କଣ କହିଛନ୍ତି ?
A. ଦୀପ
B. ମହମ
C. ପାପାମୂର୍ତ୍ତି
D. ଆଲୋକ ବତୀ
16. "ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ " ଏହା କାହା ଉଦେଶ୍ୟରେ
କୁହାଯାଇଛି ?
A. ବ୍ୟସକବି
B. ଉତ୍କଳ ଗୌରବ
C. ବିଶ୍ୱକବି
D. କବିସୂର୍ଯ୍ୟ
17. ମିନ ଆକର୍ଷଣ ପାଇଁ ପୋତପାଳ କେଉଁଠି ମଶାଲ ଜାଳିଥିଲେ ?
(2020-A)
A. ସମୁଦ୍ର ଜନନୀ
B.ହ୍ରଦ କୂଳରେ
C. ତରଣୀ
D. ପୋଖରୀ କୂଳରେ
18. ଚିଲିକା ପବନ ରେ କେଉଁ କବିଙ୍କ ସଂଗୀତ ଭାସୀ ଆସୁଥିଲା ?
(2016-A)
A. ବ୍ୟସକବି
B. ଉତ୍କଳ ଗୌରବ
C. ବିଶ୍ୱକବି
D. କବିସୂର୍ଯ୍ୟ
19. ମସ୍ଚ୍ୟଜୀବୀ ମାନେ କେଉଁ ପର୍ବତ ଚୁଡାରେ ସାନ୍ଧ୍ୟତାର
ଦେଖୁଥିଲେ ?(2016-s)
A. ଦେଓମାଳୀ ପର୍ବତ
B. ହିମାଳୟ ପର୍ବତ
C. ଏଭରେଷ୍ଟ ପର୍ବତ
D. ଭାଲେରି ପର୍ବତ
20. ରାଧାନାଥ ରାୟ କେଉଁ ପଦବୀରେ କାର୍ଯ୍ୟ କରୁଥିଲେ ?
A. ସବ ଇନସ୍ପେକଟର
B. ଏସପି
C. ଶିକ୍ଷା ମନ୍ତ୍ରୀ
D. ଶିକ୍ଷା ବିଭାଗ ଇନସପିକ୍ଟର
1.who met lushkoff at a theatre a couple of years
later ?
A. Sergei
B. Olga
C. His family member
D. Lushkoff 's friend
2.Why is lushkoof indebted to olga,the cook ?
A. She chop wood for him
B. She help to lushkoof
C. She try to change lushkoof
D. Because of Olga's greatness
3. At the end Lushkoof said " she set me right and I
shall never forget it . who is she in the line ?
A. Lushkoofs wife
B. Olga
C. Mrs, layar
D. Olga's sister
4. How did olga help lushkoff turn over a new leaf ?
A. By her behave
B. By her words and nobel deeds
C. Insulting of olga
D. By her advice
5. Pleased at having put a man on the right path,
what did sergei do ?
A. Giving suggestion
B. Help by financialy
C. Recommended to his friend to copying work
D. Sergei make him good person
6. What was the waif offered when lushkoof made a
good impression on his employer sergei ?
A. More work more money
B. No pain no gain
C. Hard work for sucess
D. Be hardwork
7. What did lushkoff become at last ?
A. A teacher
B. A chorister
C. A wood chopper
D. A notary
8. " God bless that good and nobel women ! Who
said this ?
A. Lushkoof
B. Sergei
C. Olga
D. Lushkoof s friend
9. Who got angry with the beggar because he was
laying ?
A. Sergei
B. Olga
C. Lushkoof
D. Sergei's friend
10. Why was the beggar incapable of doing any
work ?
A. Because of his fitness
B. Because of his physical strength
C. Strength had been undermined by vodka
D. None of the above
11. What was the cleaner employment given to
lushkoof ?
A. Copying
B. Accounting
C. Writing stories
D. Doing dtp
12. To what other name is the beggar depicted in
the story ?
A. Wretched
B. Mendicant
C. Pauper
D. None
13. When sergei came upon lushkoof, he was ______
Then ?
A. An engineer
B. A wood owner
C. A notary
D. A lawyer
14. Every time lushkoof received _______ From his
owner ?
A. Twenty to fourty copecks
B. Thirty copecks
C. Fourty copecks
D. Fifty copecks
15. Olga was a _________ ?
A. A cook
B. A doctor
C. A nurse
D. A teacher
16.The beggar didn't feel the slightest inclination
for ?
A. A drink
B. Toil
C. Chopping of wood
D. Movement
17.The beggar had dull and _________Eyes ?
A. Sunken
B. Drunken
C. Flashing
D. Disappointing
18. Sergei was a _______ ?
A. Lawyer
B. Teacher
C. Police
D. Writer
19. The beggar had a _________ Overcoat on the body ?
A. Gray colour
B. Pink colour
C. Light white Colour
D. Torn and fawn coloured
20. The beggar said that he had nothing to east ____?
A. For a week
B. For three days
C. Since last night
D. For five days
1.ମଣ୍ଟେଗୁ ଚେମ୍ସ ଫୋର୍ଡ଼ ସଂସ୍କାର କେବେ ପ୍ରଚଳନ କରାଯାଇଥିଲା ?
A. 1909
B. 1919
C. 1923
D. 1913
2. ଅସହଯୋଗ ଆନ୍ଦୋଳନରେ ଗାନ୍ଧିଜୀ କେବେ ଗିରଫ ହେବା
ସହିତ 6 ବର୍ଷ ଜେଲେ ଦଣ୍ଡ ଭୋଗିଥିଲେ ?
A.1922 ମାର୍ଚ୍ଚ 10
B.1912 ଏପ୍ରିଲ 12
C.1918 ଜୁନ 20
D.1932 ମେ 10
3. ଗୋପବନ୍ଧୁ ଦାସ କେବେ ଅସହଯୋଗ ଆନ୍ଦୋଳନରେ ଯୋଗ
ଦେବା ପାଇଁ ଉଦବୋଧନ ଦେଇଥିଲେ ?
A.1921 january 23
B.1921 january 13
C.1921 january 18
D.1921 february 23
4. ଅସହଯୋଗ ଆନ୍ଦୋଳନ ରେ ଯୋଗ ଦେବା ପାଇଁ କିଏ କଟକ
ମେଡିକାଲ ସ୍କୁଲ ତ୍ୟାଗ କରିଥିଲେ ?
A. ସୁବାସ ବୋଷ
B. ମଧୁସୂଦନ ଦାସ
C. ରାଜକୃଷ୍ଣ ବୋଷ
D. ଗୋପବନ୍ଧୁ ଦାସ
5. ଅସହଯୋଗ ଆନ୍ଦୋଳନ ସମୟରେ କେଉଁଠାରେ ବିଦେଶୀ ବସ୍ତ୍ର
ଗୁଡିକରେ ଅଗ୍ନି ସଂଯୋଗ କରାଯାଇଥିଲା ?
A.ପୁରୀ 1921 ଅଗଷ୍ଟ 3
B. ଖୋର୍ଦ୍ଧା 1921 ଏପ୍ରିଲ 3
C. ବାଲେଶ୍ୱର 1921 ଜାନୁଆରୀ 9
D. ଜଗତସିଂହପୁର 1921 ଅଗଷ୍ଟ 6
6. ମହାତ୍ମା ଗାନ୍ଧୀ ପ୍ରଥମେ କେବେ ଓଡିଶା ଆସିଥିଲେ ?
A.1921
B.1931
C. 1941
D.1901
7. ଖିଲାପଥ କମିଟିର ତତ୍ୱାବଧାନରେ କେବେ ସର୍ବଦଳୀୟ ବୈଠକ
ଅନୁଷ୍ଠିତ ହୋଇଥିଲା ?
A.1920 ଜୁନ 15
B.1920 ଜୁନ 9
C.1920 ଜୁଲାଇ 15
D.1925 ଏପ୍ରିଲ 18
8. ଅସହଯୋଗ ଆନ୍ଦୋଳନ ସମୟରେ କିଏ ବାଲେଶ୍ୱରରେ ଏକ
ଘରୋଇ ନୟାଳୟ ପ୍ରତିଷ୍ଠା କରିଥିଲେ ?
A. ମଧୁସୂଦନ ଦାସ
B. ଗୌରୀମୋହନ ଦାସ
C. କୃଷ୍ଣଚନ୍ଦ୍ର ଗଜପତି
D. ତତ୍କାଳୀନ ବାଲେଶ୍ୱର ରାଜା
9. ଚୌରିଚରା ଘଟଣା କେବେ ସଂଗଠିତ ହୋଇଥିଲା ?
A.1921 ଜାନୁଆରୀ 10
B.1922 ଫେବୃଆରୀ 5
C.1923 ମାର୍ଚ୍ଚ 16
D.1924 ଜୁନ 21
10. କେବେ ଲୋକମାନ୍ୟ ଵାଲଗଙ୍ଗାଧର ତିଲକ ଙ୍କ ଦେହାନ୍ତ
ହୋଇଥିଲା ?
A.1921 ଜାନୁଆରୀ 10
B.1920 ଅଗଷ୍ଟ 1
C.1923 ମାର୍ଚ୍ଚ 16
D.1924 ଜୁନ 21
11. କେଉଁଟି ଇଂରେଜ ମାନଙ୍କ ବିରୁଦ୍ଧ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଗଣ
ଆନ୍ଦୋଳନ ଥିଲା ?
A. ଖେଡା ଆନ୍ଦୋଳନ
B. ଭାରତ ଛାଡ ଆନ୍ଦୋଳନ
C. ସିପାହୀ ବିଦ୍ରୋହ
D. ଅସହଯୋଗ ଆନ୍ଦୋଳନ
12.ସ୍ୱାଧୀନ ଭାରତ ର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ ?
A. ଜବହାରାଲାଲ ନେହେରୁ
B. ବିପିନ ଚନ୍ଦ୍ର ପାଲ
C. ମୋରାରେଜି ଦେଶାଇ
D. ମୌଲାନ ଆବୁଲ କଲାମ ଆଜାଦ
13. ମହାତ୍ମା ଗାନ୍ଧୀ କେବେ କଟକ ରେ ଜନ ସମାବେଶ କୁ ଉଦବୋଧନ
ଦେଇଥିଲେ ?
A.1922 ମାର୍ଚ୍ଚ 13
B.1932 ଏପ୍ରିଲ 14
C. 1921 ମାର୍ଚ୍ଚ 23
D.1924 ଫେବୃଆରୀ 5
14.କେଉଁ ଅନୁଷ୍ଠାନ ସ୍ୱରାଜ ସମାଚାର ପତ୍ରିକା ପ୍ରକାଶ କରୁଥିଲା ?
A. ଜାତୀୟ କଂଗ୍ରେସ
B. ଭାରତୀୟ ରାଜନୀତିକ ଦଳ
C. ହଣ୍ଟର କମିଟି
D. ସ୍ୱରାଜ ମନ୍ଦିର ଅନୁଷ୍ଠାନ
15. ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?
A.1919 ଅକ୍ଟୋବର 14
B.1915 ନଭେମ୍ବର 3
C.1923 ମାର୍ଚ୍ଚ 15
D.1923 ଫେବୃଆରୀ 6
16. "ଇଣ୍ଡିଆ ଉଇନିସ ଫ୍ରିଡମ " ରା ପୁସ୍ତକ କିଏ ଲେଖିଥିଲେ ?
A. ଜବହାରାଲାଲ ନେହେରୁ
B. ବିପିନ ଚନ୍ଦ୍ର ପାଲ
C. ମୋରାରେଜି ଦେଶାଇ
D. ମୌଲାନ ଆବୁଲ କଲାମ ଆଜାଦ
17. କେବେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟଳୟ ପ୍ରତିଷ୍ଠା
କରାଯାଇଥିଲା ?
A.1919
B.1920
C.1929
ଦ.1939
18. ଅଳକା ଆଶ୍ରମ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
A. ଜଗତସିଂହପୁର
B. କଟକ
C. ବାଲେଶ୍ୱର
ଦ. ପୁରୀ
19.ସ୍ୱରାଜ ଆଶ୍ରମ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
A. ଜଗତସିଂହପୁର
B. କଟକ
C. ବାଲେଶ୍ୱର
ଦ. ପୁରୀ
20. ସ୍ୱରାଜ ମନ୍ଦିର କେଉଁଠାରେ ପ୍ରତିଷ୍ଠିତ ଥିଲା ?
A. ଜଗତସିଂହପୁର
B. କଟକ
C. ବାଲେଶ୍ୱର
D. ପୁରୀ
1. "ଶୁଭ - ସମ୍ପାଦିନୀ ହୁଅ ରଘୁବଂସିକେ " - ଏହା କାହା
ଉଦେଶ୍ୟରେ ଅନୁରୋଧ କରାଯାଇଛି ? (2017)
A. ଉଷା
B. ଦ୍ରପୋଦି
C. ଯଶୋଦା
D. ରାଧା
2. " ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁଁ
ଏକା ପରସଂସାରେ "- ଏକଥା କିଏ କହିଥିଲେ ? (2016)
A. ଆଲୋକ
B. ତମସା
C. ସନ୍ଧ୍ୟା
D. None
3. ତମସା କିପରି ସତୀ ସୀତାଙ୍କୁ ଆଲିଙ୍ଗନ କଲା ?
A. ନିଜ ମା ପରି
B. ନିଜ ଭଉଣୀ ପରି
C. ତରଙ୍ଗ ରୁପି କୋଳରେ
D. ଶ୍ରଦ୍ଧା ରେ ଆଲିଙ୍ଗନ କରି
4. ଆଶ୍ରମ ର ଧାତ୍ରୀ କିଏ ? (2018)
A. ଦେବି ନଦୀ
B. ତମସା ନଦୀ
C. ଦିବାଲୋକ ନଦୀ
D. ଆଲୋକିତ ଜଳଧରା
5. ସୀତାଙ୍କୁ ପାଇବା ପରେ କିଏ ନିଜକୁ ଭାଗ୍ୟବତୀ ବୋଲି
ମନେ କରଥିଲା ?(2015)
A. ଦେବି ନଦୀ
B. ତମସା ନଦୀ
C. ଦିବାଲୋକ ନଦୀ
D. ଆଲୋକିତ ଜଳଧରା
6. ସତୀ ସୀତା କାହାର ପ୍ରତିଛବି ହୃଦୟରେ ଧାରଣ କଲେ ?
A. ଶ୍ରୀକୃଷ୍ଣ ଙ୍କର
B. ରାମଚନ୍ଦ୍ରଙ୍କର
C. ଜଗନ୍ନାଥ ଙ୍କର
D. ବିଷ୍ଣୁଙ୍କର
7. "ତମସା ରହିଛି ଅନାଇ, କୋଳକରି ଥରେ ସୁଖ ଲଭିବା
ପାଇଁ -ଏହା କାହାର ଉକ୍ତି ? (2015)
A. ଅନୁକମ୍ପାର
B. ସହାୟତାର
C. ଦେବି ସୀତାଙ୍କର
D. ନଦୀ ର
8. ବ୍ରାହ୍ମଚାରିଣୀ ଅନୁକମ୍ପା କାହାକୁ ଉଠିବାକୁ ନିବେଦନ
କଲା ?
A. ବୈଦେହୀଙ୍କୁ
B. ରାଧାଙ୍କୁ
C. ଲଷ୍ମୀଙ୍କୁ
D. ଯଶୋଦାଙ୍କୁ
9. ମୁନି - ମୁଖବେଦ- ସ୍ଵନ କାହାକୁ ପୂର୍ଣ୍ଣ କଲା ବୋଲି
କବିତାରେ କୁହାଯାଇଛି ? (2017)
A. ଶ୍ୟାମବନ
B. ଜଙ୍ଗଲ ର
C. କବିଙ୍କ ମନ
D. ସାଧାରଣ ଲୋକ ଙ୍କ ହୃଦୟ
10. ଉଷାଙ୍କର ଆସିବା ଖବର ବୈଦେହୀଙ୍କୁ କିଏ ଦେଇଥିଲା ?
A. ଅନୁକମ୍ପା
B. ନଦୀ
C. ତମସା
D. ଯଶୋଦା
11. ମୁନିଙ୍କ କଣ୍ଠର ଉଚ୍ଚ ଓଙ୍କାର ଧ୍ୱନି କାହାକୁ ଭେଦ
କରିଥିଲା ?
A. ଆକାଶ
B. ଜଳଧାରା
C. ପୃଥିବୀ
D. ଧରା ପୃଷ୍ଠ କୁ
12. ସୀତାଙ୍କର ଦର୍ଶନାଭିଳାଷୀ ଉଷାଙ୍କର ନିର୍ଦେଶ ରେ
କିଏ ନୃତ୍ୟ କରୁଥିଲା ?
A. ସୁରଭି
B. ଆକାଶ
C. ମେଘ
D. ବାୟୁ
13. ରାଜଲଷ୍ମୀ ର ହୃଦହାର କିଏ ?
A. ସୀତା
B. ଦ୍ରପୋଦି
C. ଯଶୋଦା
D. ରାଧା
14. ଉଷାର ଆଗମନ ସମୟରେ କିଏ ସଂଗୀତ ଗାନ କରେ ?
A. ସମୀର
B. ନଦୀ
C. ବର୍ଷାରାଣୀ
D. ପର୍ବତ
15. କବି କାହାକୁ ଯୋଗେଶ୍ୱରୀ ଭାବରେ କଳ୍ପନା କରିଛନ୍ତି ?
(2015)
A. ଉଷା କୁ
B. ସୁରଭିକୁ
C. ନଦୀକୁ
D. ଯଶୋଦାକୁ
16. ଅନୁକମ୍ପା ଙ୍କ ଗହଣରେ ସତୀ ସୀତା କେଉଁଠିକୁ ଗମନ
କଲେ?
A. ବନାବାସ କୁ
B. ଗୃହକୁ
C. ସ୍ୱର୍ଗ କୁ
D. ତମସା ନଦୀର ଧାରକୁ
17. ନିର୍ବାସିତ ସୀତାଙ୍କୁ ପ୍ରକୃତି କଣ କରିଛି ?
A. ବିତାଡିତ
B. ନିର୍ବାସିତ
C. ସ୍ୱାଗତ
D. କରାଗତ
18. "ଦରସନ ଦିଅ ସତୀ ରାତି ପହିଲା " ଏହି ଉକ୍ତିଟି
କାହାର ?(2017)
A. ଉଷା
B. ଦ୍ରପୋଦି
C. ଯଶୋଦା
D. ରାଧା
19. ଅର୍ଘ୍ୟଥାଳି ପୁସ୍ତକ ର ରଚୟିତା କିଏ ?
A. କବିବର
B. ବିଶ୍ୱକବି
C. ଗୋପବନ୍ଧୁ
D. ସ୍ଵଭାଵକବି
20. ତମସା ନଦୀ ସୀତାଙ୍କ ପାଇଁ କେଉଁଥିରେ ମଙ୍ଗଳ
ପ୍ରଦୀପ ରଚିଲା ?
A. ଚନ୍ଦ୍ର କିରଣରେ
B. ପ୍ରଭାତୀ ତାରାରେ
C. ଦ୍ବୀପ ଆଲୋକରେ
D. ସୂର୍ଯ୍ୟ ଆଲୋକରେ
Comments
Post a Comment