Tense

 Present simple :- present indefinite tense


Tense is a grammar term used to indicate whether a sentence (or verb) is an action in the past, the present or the future. 


Tense :- 3 Type

Present,past and future                                                         


Present :- (" Now"-Present time )

Present indefinite tense 

 Present continuous tense

Present perfect tense

Present perfect continues tense


Past:- :- (Before "Now"-past time )

Past indefinite tense

Past continuous tense

Past perfect tense

Past perfect continues tense


 Future :- (After "Now"-Future time)

Future indefinite tense

Future continuous tense

Future perfect tense

Future perfect continues tense


Present indefinite tense ରେ ମୁଖ୍ୟ କ୍ରିୟା ସହିତ ଯାଏ,ଆସେ,ଯାଉ ଆସୁ,ଖେଳୁ,ଯାଆନ୍ତି, ଆସନ୍ତି,ଖେଳନ୍ତି



Present indefinite tense ରେ ମୁଖ୍ୟ କ୍ରିୟା ସହିତ ଯାଏ,ଆସେ,ଯାଉ ଆସୁ,ଖେଳୁ,ଯାଆନ୍ତି, ଆସନ୍ତି,ଖେଳନ୍ତି

Ex:- ରାମ ଖେଳେ l

        ସୀତା ପଢେ

        ସେମାନେ ବୁଲିବାକୁ ଯାଆନ୍ତି l

        ପ୍ରିତେଶ ସ୍କୁଲ କୁ ଯାଏ l


Rule :-1ଯେଉଁ ମୁଖ୍ୟ କ୍ରିୟା ର ଶେଷ ଅକ୍ଷର ଟି " o "ରେ ଶେଷ ହେଉଥିବ :-

              "Es" ର ବ୍ୟବହାର ହେବ l

     Ex:- Go - Goes

             Do - Does

Rule :-2 ଯେଉଁ ମୁଖ୍ୟ କ୍ରିୟା ର ଶେଷ ଅକ୍ଷର "ss" କିମ୍ବା "sh" ରେ ଶେଷ

              ହେଉଥିବ "es " ର ବ୍ୟବହାର ହେବ l

     Ex:- miss-misses

            Push- pushes

            Rush -rushes

Rule:- 3 ଯେଉଁ ମୁଖ୍ୟ କ୍ରିୟା ଶେଷରେ consonant +y ଥିବ ଆମେ y କୁ remove କରିବା ସହିତ " Ies " ର ବ୍ୟବହାର ହେବ l

            Try - tries 

             Fly -flies

            Cry -cries

Special case :- pay - pays

                           Play -plays


Affirmative sentence :- ସକାରାତ୍ମକ ବାକ୍ୟ

(Sub+v1+s/es(only 3rd person)+Obj )

Ex:- ପ୍ରିତେଶ ସ୍କୁଲ ଯାଏ l

        Pritesh goes to school.

Ex:- ମୁଁ ପଡିଆରେ ଖେଳେ l

       I play in the playground.

Ex:- ପ୍ରିତେଶ ଘରକୁ ଆସେ l

       Pritesh comes home.


Negetive sentence :- ନକାରାତ୍ମକ ବାକ୍ୟ

(Sub+ does/do+not+V1+obj )

3rd person singular subject ସହିତ s/es - does

ବାକି ସବୁ subject ସହିତ v1 ବା do


Ex:- ପ୍ରିତେଶ ସ୍କୁଲ ଯାଏ ନାହିଁ l

        Pritesh does not go to school.

Ex:- ମୁଁ ପଡିଆରେ ଖେଳେ ନାହିଁ l

       I do not play in the playground.

Ex:- ପ୍ରିତେଶ ଘରକୁ ଆସେ ନାହିଁ l

       Pritesh does not come home.

       

Interrogative sentence :- ପ୍ରଶ୍ନବାଚକ ବାକ୍ୟ

<wh>+ does/do+Sub+(Not)+v1+obj


Ex:- କଣ ଆପଣ ପଢ଼ନ୍ତି ?

        Do you read ?

Ex:- ଆପଣ କଣ ପଢ଼ନ୍ତି ?

        What do you read ?

Ex:- କଣ ପ୍ରିତେଶ ସ୍କୁଲ ଯାଏ ?

        Does pritesh go to school ?

Ex:- କଣ ରାମ ସ୍କୁଲ ଯାଏ ନାହିଁ ?

         Does Ram not go to school?

Ex:-କଣ ମୁଁ ପଡିଆରେ ଖେଳେ ନାହିଁ ?

       Do i not play in the playground ?

Ex:- କଣ ପ୍ରିତେଶ ଘରକୁ ଆସେ ନାହିଁ ?

        Does pritesh not come home ?

Ex:- ପ୍ରିତେଶ କେତେବେଳେ ସ୍କୁଲ ଯାଏ ?

        When does pritesh go to school ?

Ex:- ମୁଁ ପଡିଆରେ କାହିଁକି ଖେଳେ ?

        Why do i play in the park ?

Ex:- ପ୍ରିତେଶ ଘରକୁ କିପରି ଆସେ ?

        How does pritesh come home ?




ଏହା ସହିତ :-

Habitual action

Laws of nature

General or scientific truth

Present state or present fact

Permanent state or permanent fact


Habitual action

Ex:- ପ୍ରିତେଶ ପ୍ରତିଦିନ ସ୍କୁଲ ଯାଏ l

        Pritesh goes to school everyday.

Laws of nature

Ex:- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି l

        The sun rises in the west.

General or scientific ତୃର୍ଥ

  Ex:- ତେଲ ଜଳରେ ଭାସେ l

       oil flots on water.

Present state or present fact 

Ex:- ମୁଁ ଭୋକିଲା ଅଛି l

       I am hungry.

Permanent state or permanent fact

Ex:- ଦିଲ୍ଲୀ ଭରାତର ରାଜଧାନୀ ଅଟେ l

        Delhi is the capital of india.





My father goes to gym every day.

She loves to play basketball.

She thinks he is very handsome.

I run every weekend.

We play tennis every morning.

Does he write an email?

They talk too much.

Does he go to school?

It usually rains every day here.

It smells very delicious in the kitchen.

My son lives in London.

My sisters do the ironing.

They make the bed.

My father always washes the cars.

My teacher sometimes forgets his keys.

I like ice-cream.

The students wear their uniform.

It smells very delicious in the kitchen.

Rahul brushes her teeth twice a day.

He gets up early every day.

They speak English in USA.

We generally sing songs all together.

We go to a gallery every Sunday.

They drive their kids to school every day.

We walk slowly.


PRESENT CONTINUOUS TENSE



Present Continuous tense ରେ ମୁଖ୍ୟ କ୍ରିୟା ସହିତ ଯାଉଅଛି, ଆସୁଅଛି, ନାଚୁଅଛି, ଖେଳୁଅଛି,ଯାଉଛନ୍ତି, ଆସୁଛନ୍ତି.....

Ex:- ରାମ ଯାଉଅଛି l

        ସୀତା ଆସୁଅଛି l

        ସେମାନେ ବୁଲିବାକୁ ଯାଉଛନ୍ତି l

        ପ୍ରିତେଶ ସ୍କୁଲ କୁ ଯାଉଅଛି l

        ଆମେ ପଡିଆରେ ଖେଳୁଅଛୁ l


3rd person singular :- ର ସହିତ - is

1st person singular ବା " i" ର ସହିତ - am 

ବାକି ସବୁ subject ର ସହିତ - are


Affirmative sentence :-(ସକାରାତ୍ମକ ବାକ୍ୟ )

(Sub+is/am/are+V1+Ing+obj)


3rd person singular :- ର ସହିତ - is

1st person singular ବା " i" ର ସହିତ - am 

ବାକି ସବୁ subject ର ସହିତ - are


ରାମ ଘରକୁ ଯାଉଅଛି - Ram is going home.

ମୁ ଖେଳୁଅଛି - l am playing.

ଆମେ ହସୁଅଛୁ - We are laughing.

ସେମାନେ ଚାକର କୁ ଗାଳି ଦେଉଛନ୍ତି :- They are scolding the servant.


Negative sentence (ନକାରାତ୍ମକ ବାକ୍ୟ )

Sub+ is/am/are + not + v1+ ing + obj.


Ex:- ରାମ ଘରକୁ ଯାଉନାହିଁ - Ram is not going home.

       ମୁଁ ଖେଳୁ ନାହିଁ - I am not playing.

      ଆମେ ହସୁନାଁହୁ - We are not laughing.

 ସେମାନେ ଚାକର କୁ ଗାଳି ଦେଉନାହାନ୍ତି :- They are not scolding the servant.


Interrogative sentence (ପ୍ରଶ୍ନବାଚକ ବାକ୍ୟ )

<WH>+ is/am/are + sub + (not) + v1 + ing + obj?


Ex:- କଣ ଆପଣ ଖେଳୁଛନ୍ତି ? - Are you playing ?

       ଆପଣ କଣ ଖେଳୁନାହାନ୍ତି ? - What are you not playing ?

      କଣ ରାମ ଘରକୁ ଯାଉଅଛି ?- Is ram going home ?

      କଣ ମୁଁ ଖେଳୁନାହିଁ ? - Am i not playing ?

      ଆମେ କାହିଁକି ହସୁଅଛୁ ? - Why are we laughing ?

      ସେ କେଁଉ ଖେଳ ଖେଳୁଅଛି? - which game is he playing ?

      ଭାଇ ତାକୁ କାହିଁକି ଗାଳି ଦେଉଛନ୍ତି :-Why is brother scolding him ?


Present perfect


Present perfect tense ରେ ମୁଖ୍ୟ କ୍ରିୟା ସହିତ ଯାଇଅଛ, ଯାଇଅଛି, ଯାଇଅଛୁ, ଖାଇଅଛୁ ଖାଇଅଛି, ଖାଇଅଛ, ନେଇଅଛି, ଦେଇଅଛି, ଦେଇଅଛ, ଖେଳିଅଛୁ(ଖେଲିଛୁ )

ରାମ ମନ୍ଦିର ଯାଇଅଛି l 

ହରି କ୍ରିକେଟ ଖେଳିଅଛି l

ଆମ୍ଭେ ପୁରୀ ଦେଖିଅଛୁ l

ସେମାନେ ଫିଲ୍ମ ଦେଖିଛନ୍ତି l

ତୁମେ ବହି ପଢ଼ିଅଛ l


Affirmative Sentence (ସକାରାତ୍ମକ ବାକ୍ୟ )

Sub + has/have + v3 + obj


3rd person singular ସହିତ -has 

ବାକି subjects ସହିତ - have 


ରାମ ସ୍କୁଲ ଯାଇଅଛି :- Ram has gone to school.

ମୁଁ ଖେଳି ସାରିଅଛି :- I have played.

ଆମ୍ଭେ ଫିଲ୍ମ ଦେଖିଅଛୁ :- We have seen the film.


Negative sentence (ନକାରାତ୍ମକ ବାକ୍ୟ )

Sub + has/have + not + v3 + obj.


ରାମ ସ୍କୁଲ ଯାଇନାହିଁ :- Ram has not gone to school.

ମୁଁ ଖେଳିନାହିଁ :- I have not played.

ଆମ୍ଭେ ଫିଲ୍ମ ଦେଖିନାଂହୁ :- We have not seen the film.


Interrogative Sentence (ପ୍ରଶ୍ନବାଚକ ବାକ୍ୟ )

<WH>+ has/have + sub + (not) +v3 + obj?


କଣ ଆପଣ ଦେଖିଛନ୍ତି? - Have you seen?

ଆପଣ କଣ ଦେଖିଛନ୍ତି?- What have you seen?


କଣ ରାମ ସ୍କୁଲ ଯାଇଛି? - Has ram gone to school?

କଣ ସେ ଖେଳିସାରିଛି? - Has he played

ରାମ କାହିଁକି ଆସିନାହିଁ?- Why has ram not come?

ରାମ କାହିଁକି ସ୍କୁଲ ଯାଇନାହିଁ? - Why has ram not gone to school?

ଆପଣ ତାକୁ କଣ କହି ନାହାନ୍ତି? - What have you not told him?

ଆମ୍ଭେ କଣ ଦେଖିଛେ? - What have we seen?



Present Perfect Continues Tense


ମୁଖ୍ୟ କ୍ରିୟା ସହିତ :- ଯାଇ ଆସୁଅଛି, ବୋଲି ଅସୁଅଛ, ନାଚି ଆସୁଅଛୁ 

                            ଖାଇ ଆସୁଅଛି, ଖାଇ ଅସୁଅଛ, ଖାଇ ଆସୁଅଛୁ

                             ବୁଲି ଆସୁଅଛି, ସୋଇ ଅସୁଅଛ, ଖେଳି ଆସୁଅଛୁ

                             + ରୁ /ହେଲାଣି /ସମୟ ସହିତ 


ରାମ ଦୁଇ ଘଣ୍ଟା ହେଲାଣି ଖେଳି ଆସୁଅଛି l

ପ୍ରିତେଶ ସଖାଳୁ ସୋଇ ଆସୁଅଛି l

ମଞ୍ଜରୀ 15ମିନିଟ ହେଲାଣି ଗୀତ ବୋଲି ଆସୁଅଛି l

ମୁଁ 2019 ରୁ youtube ରେ free class provide କରି ଆସୁଅଛି l


"ରୁ /ହେବ /ହେଲାଣି " ସହିତ since /for ର ବ୍ୟବହାର 

"Since" - point of time

"For" - duration of time


1. Since 2 AM/ 2 PM/ 2 O' clock ...

2. Since 1998/ 2005/ 2009...

3. Since Monday, Tuesday, Sunday...

4.Since morning / evening / afternoon / night

5. Since yesterday day / before yesterday

6. Since childhood/birth

7. Since that day

8. Ince my dad was born



1. For 2 sec, 2mins, 2hrs,

2 days, 2 weeks, 2 months,

 2 years, 2 centuries....


2. For a long (ବହୁତ ସମୟରୁ )

3. For a while (କିଛି ସମୟରୁ )

4. For many days/ hours/ months /years...


Affirmative Sentence ( ସକାରାତ୍ମକ ବାକ୍ୟ )

Sub+ has been/have been+ v1+ ing+ obj+ since/for+ <time >


'3rd person singular ' ସହିତ " has been "

ବାକି subject ସହିତ "have been "


ପ୍ରିତେଶ ବୁଲୁ ଅଛି :- pritesh is walking.(present continues )

ପ୍ରିତେଶ 2 ଘଣ୍ଟା ହେଲା ବୁଲୁଅଛି :- pritesh has been walking for 2hrs.

ମୁଁ ଖେଳୁ ଅଛି :- I am playing.(present continues)

ମୁଁ ସକାଳ ରୁ ଖେଳୁଅଛି :- I have been playing since morning.



Negative Sentence (ନକାରାତ୍ମକ ବାକ୍ୟ )

Sub+ sub has not been/have not been + v1+ ing+ obj+ since/for + <time>


ପ୍ରିତେଶ 2 ଘଣ୍ଟା ହେଲା ବୁଲି ଆସୁନାହିଁ :- pritesh has not been walking for 2hrs.

ମୁଁ ଦିପହରରୁ ଖେଳି ଆସୁନାହିଁ :- I have not been playing since afternoon.



Interrogative Sentence (ପ୍ରଶ୍ନବାଚକ ବାକ୍ୟ )

<WH>+ has/have+ sub+ (not) + been + v1 + ing + obj + since/for + <time>?


ପ୍ରିତେଶ 2 ଘଣ୍ଟା ହେଲା କେଉଁଠାରେ ବୁଲୁଛି? :- where has pritesh been walking for 2 hrs?


ସେ କେବେଠାରୁ ଖେଳୁଅଛି? :- Since wheen has been playing?




Past Indefinite Tense


ବାକ୍ୟର ଶେଷରେ " ନେଲା, ଦେଲା, ଆସିଲା, ଗଲା, ନେଲି, ଦେଲି, ଆସିଲି " ଆଦି ର ବ୍ୟବହା ର...


Affirmative Sentence (ସକାରାତ୍ମକ ବାକ୍ୟ )

Sub + v2 + obj.


ପ୍ରିତେଶ ସ୍କୁଲ ଗଲା - Pritesh went to school.

ସେ ଗୋଟିଏ ଚିଠି ଲେଖିଲା :- He wrote a latter.

ମୁଁ ତାକୁ ଗୋଟିଏ ପେନସିଲ ଦେଲି :- I gave him a pencil.

  

Negative Sentence (ନକାରାତ୍ମକ ବାକ୍ୟ )

Sub + did + not + v1 + obj.


ପ୍ରିତେଶ ସ୍କୁଲ ଯାଇନାହିଁ :- Pritesh did not go to school.

ସେ ଚିଠ ଲେଖିନାହିଁ :- He did not write a latter.

ମୁଁ ତାକୁ ପେନସିଲ ଦେଇ ନାହିଁ :- I did not give him a pencil.


Interrogative Sentence (ପ୍ରଶ୍ନବାଚକ ବାକ୍ୟ )

<WH>+ did + sub + v1 + obj.


କଣ ତୁମେ କହିଲ? :- Did you say?

ତୁମେ କଣ କହିଲା? :- What did you say?

ସେ କେଁଉ ଖେଳ ଖେଳିଲା? :- Which game did she play?

ତୁମେ ଏମିତି କାହିଁକି ଭାବିଲ? :- Why did you think so?

ମମି ତୁମକୁ କେତେ ପଇସା ଦେଲେ? :- How much money did mom give you?

ଆପଣ ତା ସହିତ କଣ ଭୁଲ କଲେ? :- What did you do wrong with him?

କଣ ସେ ତାଜମହଲ ଦେଖିଚି? :- Did he see tha tajmahal?

ତୁମେ ମତେ ଫୋନ କେବେ କରିଥିଲ? :- When did you call me?





Past continues tense


ମୁଖ୍ୟ କ୍ରିୟା (main verb ) ସହିତ ଥିଲା, ଥିଲି, ଥିଲେ, ଥିଲୁ ର ପ୍ରୟୋଗ

Ex-- ରାମ ବୁଲୁଥିଲା l

        ସୀତା ନାଚୁଥିଲା l

        ଲୋକ ବୁଲୁଥିଲେ l

        ମୁଁ ବୁଲିଥିଲି l

        ସେମାନେ ଫୂଟବଲ ଖେଳୁଥିଲେ l


Affirmative Sentence (ସକାରାତ୍ମକ ବାକ୍ୟ )

Sub+ was/were+ v1+ ing+ obj.


Singular ଏକ ବଚନ ସହିତ - was

Plural ବହୁବଚନ ସହିତ - were


ପ୍ରିତେଶ ଘରକୁ ଯାଉଥିଲା :- Pritesh was going home.

ମୁଁ ଖେଳୁ ଥିଲି :- I was playing.

ଆମେ ହସୁଥିଲୁ :- We were laughing.


Negative Sentence (ନକାରାତ୍ମକ ବାକ୍ୟ )

Sub+ was/were+ not+ v1+ ing+ obj.


ପ୍ରିତେଶ ଘରକୁ ଯାଉନଥିଲା :- Pritesh was not going home.

ମୁଁ ଖେଳୁ ନଥିଲି :- I was not playing.

ଆମେ ହସୁନଥିଲୁ :- We were not laughing.


Interrogative Sentence (ପ୍ରଶ୍ନବାଚକ ବାକ୍ୟ )

<WH>+ was/were+ sub+ (not)+ v1+ ing+ obj?


କଣ ଆପଣ ଖେଳୁଥିଲେ? :- Were you playing?


Past Perfect Tense



ମୁଖ୍ୟ କ୍ରିୟା (main verb )

 ସହିତ:- ଯାଇଥିଲା, ଯାଇସାରିଥିଲା, ଯାଇସାରିଥିଲୁ

         :- ଖାଇଥିଲା, ଖାଇସାରିଥିଲା, ଖାଇସାରିଥିଲୁ........

Ex:- ପ୍ରିତେଶ ଯାଇଥିଲା l

        ସୁନିଧି ମନ୍ଦିର ଯାଇସାରିଥିଲା l

        ଗୁଡ଼ୁ ଜଳଖିଆ ଖାଇଥିଲା l

        ପ୍ରଣୟ ଜଳଖିଆ ଖାଇସାରିଥିଲା l

        ସରସ୍ବତୀ ପରୀକ୍ଷା ଦେଇଥିଲା /ଦେଇସାରିଥିଲା l


Affirmative Sentence (ସକାରାତ୍ମକ ବାକ୍ୟ )

Sub+ had+ v3+ obj.

(Had :- helping verb )


ପ୍ରିତେଶ ସ୍କୁଲ ଯାଇସାରି ଥିଲା/ଯାଇଥିଲା :- pritesh had gone to school.

ମୁଁ ଖେଳିସାରିଥିଲି/ଖେଳିଥିଲି :- I had played.

ଆମେ ଫିଲ୍ମ ଦେଖିଥିଲୁ/ଦେଖିସାରିଥିଲୁ :- We had seen the film.


Negative Sentence (ନକାରାତ୍ମକ ବାକ୍ୟ )

Sub+had+ not+ v3+ obj.


ପ୍ରିତେଶ ସ୍କୁଲ ଯାଇନଥିଲା /ଯାଇସାରିନଥିଲା :- pritesh had not gone to school.

ମୁଁ ଖେଳିସାରିନ ଥିଲି/ଖେଳିନଥିଲି :- I had not played.

ଆମେ ଫିଲ୍ମ ଦେଖିନଥିଲୁ/ଦେଖିସାରିନଥିଲୁ :- We had not seen the film.


Interrogative sentence :- ପ୍ରଶ୍ନବାଚକ ବାକ୍ୟ

<Wh> + had+sub+(not)+v3 + obj?


କଣ ଆପଣ ଦେଖିଥିଲେ?

Had you seen?

ଆପଣ କଣ ଦେଖିଥିଲେ?

What had you seen?

ପ୍ରିତେଶ ସ୍କୁଲ କାହିଁକି ଯାଇନଥିଲା ?

Why had Ram not gone to school ?

ଆପଣ ତାଂକୁ କାହିଁକି କହିନଥିଲେ ?

Why had you not told him ?

ଆମେ କଣ ଦେଖିଥିଲେ ?

What had we seen ?



Past Perfect Continuous Tense


Main verb ସହିତ :- ଯାଇ ଆସୁଥିଲା, ଯାଇ ଆସୁଥିଲି,ଯାଇ ଆସୁଥିଲୁ

                                ଖେଳୁଥିଲା/ଖେଳିଆସୁଥିଲା , ଖେଳୁଥିଲୁ, ଖେଳିଆସୁଥିଲୁ

                                + ସମୟ ସହିତ since /for ର ବ୍ୟବହାର

                                  (ହେଲା /ରୁ /)

Ex:- ପ୍ରିତେଶ 4 ଘଣ୍ଟା ହେଲା ବୁଲିଥିଲା l

       ସରସ୍ବତୀ ସଖାଳରୁ ବଗିଚାରେ ପାଣିଦେଉଥିଲା /ପାଣିଦେଇଆସୁଥିଲା

       ସୁହାନୀ ସନ୍ଧ୍ୟା ସମୟରୁ ରୁ କାନ୍ଦୁଥିଲା /କାନ୍ଦିଆସୁଥିଲା


Affirmative sentence :- ସକାରାତ୍ମକ ବାକ୍ୟ

Sub+had been +v1+ing +obj+since /for + <Time>


ପ୍ରିତେଶ ବୁଲୁଥିଲା :- Pritesh was walking (past con...tense )

ପ୍ରିତେଶ ଦୁଇ ଘଣ୍ଟା ହେଲା ବୁଲୁଥିଲା :- Pritesh had been walking for two hours.

ମୁଁ ସଖାଳ ରୁ ଖେଳୁଥିଲି :- I had been playing since morning.


Negetive sentence :- ନକାରାତ୍ମକ ବାକ୍ୟ

Sub+had not been +v1+ing +obj+since /for + <Time>


ପ୍ରିତେଶ ଦୁଇ ଘଣ୍ଟା ହେଲା ବୁଲୁନଥିଲା :- Pritesh had not been walking for two hours.

ମୁଁ ସଖାଳ ରୁ ଖେଳୁନଥିଲି :- I had not been playing since morning.


Interrogative sentence :- (ପ୍ରଶ୍ନବାଚକ ବାକ୍ୟ )

<wh>+ had + sub + (not )+ been + v1+ ing + obj + since /for +<Time>

ପ୍ରିତେଶ ଦୁଇ ଘଣ୍ଟା ହେଲା କେଉଁଠି ଖେଳୁଥିଲା l

Where had pritesh been playing for two hours ?

ସିଏ କେବେ ଠାରୁ ଖେଳୁଥିଲା :- since when had he been playing ?



Future indefinite tense


ମୁଖ୍ୟ କ୍ରିୟା (Main verb) ସହିତ :- ଯିବ, ଆସିବ,ଖାଇବ, ଖେଳିବ, ପଢିବ

 Ex:- ପ୍ରିତେଶ ଯିବ l

        ସରସ୍ବତୀ ନାଚିବ l

        ସୁନିଧି ହୋମୱର୍କ କରିବ l

        ମୁଁ ମନ୍ଦିର ଯିବି l

        ଆମ୍ଭେମାନେ ବୁଲୁବାକୁ ଯିବୁ l

        ତୁମେ ଅଫିସ ଯିବ


Affirmative sentence :- ସକାରାତ୍ମକ ବାକ୍ୟ

(Sub+will+V1+Obj.)


ପ୍ରିତେଶ ସ୍କୁଲ ଯିବ l

Pritesh will go to school.

ସେମାନେ କ୍ରିକେଟ ଖେଳିବେ l

They will play cricket.

ଆମ୍ଭେମାନେ ସମସ୍ତେ ସାଙ୍ଗହୋଇ କଥାବାର୍ତ୍ତା ହେବୁ l

We all will talk together.


Negetive sentence:- ନକରାତ୍ମକ ବାକ୍ୟ

((Sub+will+not +V1+Obj.)


ପ୍ରିତେଶ ସ୍କୁଲ ଯିବନାହିଁ l

Pritesh will not go to school.

ସେମାନେ କ୍ରିକେଟ ଖେଳିବେ ନାହିଁ l

They will not play cricket.

ଆମ୍ଭେମାନେ ସମସ୍ତେ ସାଙ୍ଗହୋଇ କଥାବାର୍ତ୍ତା ହେବୁନାହିଁ l

We all will not talk together.


Interrogative sentence :- ପ୍ରଶ୍ନବାଚକ ବାକ୍ୟ

<Wh>+ will +sub+(not)+v1+ obj ?


କଣ ମୁଁ ଖେଳିବି ?

Will i play?

ମୁଁ କଣ ଖେଳିବି ?

What will i play ?

ପ୍ରିତେଶ କେଉଁଠିକୁ ଯିବ?

Where will Pritesh go?

ତୁମେ କେତେବେଳେ ଆସିବ?

When will you come ?

ସେମାନେ କେଉଁଠି ବସିବେ ?

Where will they sit ?

ସିଏ କେଉଁ ବହି ପଢିବ ?

Which book will she read ?

ମା ତାକୁ କାହିଁକି ଗାଳି ଦେବେନାହିଁ?

Why will mom not scold him?

ସେମାନେ କଣ କହିବେ ?

What will they people think ?


Future continuous tense


ମୁଖ୍ୟ କ୍ରିୟା (Main verb) ସହିତ :- ଯାଉଥିବ, ଆସୁଥିବ, ଖେଳୁଥିବ, ବୁଲୁଥିବ

  Ex:- ପ୍ରିତେଶ ଯାଉଥିବ l

         ସୁନିଧି ଖାଉଥିବ l

         ପିଲାମାନେ ପଡିଆରେ ଖେଳୁଥିବେ l

         ସରସ୍ବତୀ ମନ୍ଦିର ଯାଉଥିବ l

         ସେମାନେ ଗୀତ ଗାଉଥିବେ l


Affirmative sentence :- ସକାରାତ୍ମକ ବାକ୍ୟ

(Sub+Will be + v1+ ing + obj )


ପ୍ରିତେଶ ଯାଉଥିବ :- pritesh will be going.

ସୁହାନୀ ଆସୁଥିବ :- suhani will be coming.

ସେ ପିଲାମାନେ ସୋଇଥିବେ :- That kid will be sleeping.


Negetive sentence :- ନକାରାତ୍ମକ ବାକ୍ୟ

(Sub+ will + not + be + v1+ ing + obj )


ପ୍ରିତେଶ ଯାଉନଥିବ :- pritesh will not be going.

ସୁହାନୀ ଆସୁନଥିବ :- suhani will not be coming.

ସେ ପିଲାମାନେ ସୋଇନଥିବେ :- That kid will not be sleeping.


Interrogative sentence :- (ପ୍ରଶ୍ନବାଚକ ବାକ୍ୟ )

<Wh> + will+sub+ (not)+ be + v1+ ing + obj ?


କଣ ପ୍ରିତେଶ ଖେଳୁଥିବ? :- will pritesh be playing ?

ପ୍ରିତେଶ କଣ ଖେଳୁଥିବ? :- what will pritesh be playing ?

ସିଏ କାହା ସହିତ ଖେଳୁଥିବ ? :- with whom will he be playing?

କଣ ସିଏ ପଢ଼ୁଥିବ? :- will she be reading?

ସିଏ କଣ କରୁଥିବ ? :- what will he be doing?

ସିଏ କିଛି କରୁଥିବ :- He will be doing something.

ସିଏ କିଛି କରୁନଥିବ :- He will not be doing anything.



Future perfect tense


ମୁଖ୍ୟ କ୍ରିୟା(main verb )ସହିତ, ଯାଇଥିବ, ଖାଇଥିବ,ଖାଇସାରିଥିବ , ନେଇଥିବ, ଆସିଥିବ,ନାଚିଥିବ, ପଢିଥିବ/ପଢ଼ିସାରିଥିବ,

Ex:- ରାମ ଯାଇଥିବ/ଯାଇସାରିଥିବ l

        ଆମେ ବୁଲିବାକୁ ଯାଇଥିବୁ l

        ସେମାନେ ଖେଳିବାକୁ ଯାଇଥିବେ l

        ତୁମେ ମନ୍ଦିର ଯାଇଥିବ l

        ପ୍ରିତେଶ ସ୍କୁଲ କୁ ଯାଇଥିବ l


Affirmative sentence :- ସକାରାତ୍ମକ ବାକ୍ୟ

Sub+ will have + v3 + obj


ପ୍ରିତେଶ ସ୍କୁଲ ଯାଇଥିବ /ଯାଇସାରିଥିବ l

Pritesh will have gone to school.

ସିଏ ସୋଇ ପଡ଼ିଥିବ l

She/he will have slept.

ଆମ୍ଭେମାନେ ବାହାରିଥିବୁ /ବାହାରି ସାରିଥିବୁ

We will have left.


Negetive sentence :- ପ୍ରଶ୍ନବାଚକ ବାକ୍ୟ

Sub+will not have +v3+obj


ପ୍ରିତେଶ ସ୍କୁଲ ଯାଇନଥିବ /ଯାଇସାରିନଥିବ l

Pritesh will not have gone to school.

ସିଏ ସୋଇ ପଡ଼ିନଥିବ l

She/he will not have slept.

ଆମ୍ଭେମାନେ ବାହାରିନଥିବୁ /ବାହାରି ସାରିନଥିବୁ

We will not have left.


Interrogative sentence :- ପ୍ରଶ୍ନବାଚକ ବାକ୍ୟ

<Wh>+ will+ sub+(not)+have +v3+obj?


କଣ ସିଏ ଖେଳିସାରିଥିବ ?

Will he have played?

ସିଏ କଣ ଖେଳିସାରିଥିବ ?

What will he have played ?

କଣ ରାମ ଯାଇସାରିଥିବ?

Will ram have gone?

କଣ ସେବେଯାଏ ପ୍ରିତେଶ ଆସି ସାରିନଥିବ ?

Will rohit have not come by then?

କଣ ସିଏ ସୋଇ ପଡ଼ିନଥିବ ?

Will she not have slept ?












ଆପଣ କଣ ଖେଳୁଥିଲେ?:- What were you playing?

କଣ ପ୍ରିତେଶ ଘରକୁ ଯାଉଥିଲା?:- Was pritesh going home?

କଣ ମୁ ଖେଳୁନଥିଲି?:- Was i not playing?

ଆମେ କାହିଁକି ହସୁଥିଲୁ?:- Why were we laughing?

ସେ କି ଖେଳ ଖେଳୁଛି?:- Which game was she playing?

ତୁମେ କଣ ଭାବୁଥିଲ?:- What were you thinking?




Future perfect continuous tense


ମୁଖ୍ୟ କ୍ରିୟା (Main verb) ସହିତ ଯାଉଥିବ, ଆସୁଥିବ, ଖେଳୁଥିବ, ବୁଲୁଥିବ

Imp :- (ସମୟ ସହିତ :- ରୁ, ହେବ,.......)

            Since :- point of time

            For:- period of time 

            

  Ex:- ପ୍ରିତେଶ 2 ଘଣ୍ଟା ହେବ ଯାଉଥିବ l

         ସୁନିଧି ସଖାଳରୁ ଖାଉଥିବ l

         ପିଲାମାନେ ପଡିଆରେ ଉପର ଓଳି ରି ଖେଳୁଥିବେ l

         ସୁହାନୀ 10 ଟା ବେଳରୁ ମନ୍ଦିର ଯାଉଥିବ l

         ସେମାନେ 15 ମିନିଟ ରୁ ଗୀତ ଗାଉଥିବେ l


Affirmative sentence :- ସକରାତ୍ମକ ବାକ୍ୟ

Sub+will have been +V1+ing+obj+Since/for +<time >


ପ୍ରିତେଶ ବୁଲୁଥିବ l :- Pritesh will be walking.(Future cont..)

ପ୍ରିତେଶ ଦୁଇ ଘଣ୍ଟା ହେବ ବୁଲୁଥିବ l

Pritesh will have been walking for two hours.

ସିଏ ଖେଳୁଥିବ l:- She will be playing (Future cont..)

ସିଏ ସଖାଳ ରୁ ଖେଳିଆସୁଥିବ l

She will have been playing since morning.


Negetive sentence :- ନକାରାତ୍ମକ ବାକ୍ୟ

Sub+will not have been + v1+ing +obj + since /for +<time >


ପ୍ରିତେଶ ଦୁଇ ଘଣ୍ଟା ହେବ ବୁଲିଆସୁ ନଥିବ l

Pritesh will have not been walking for two hours.

ସିଏ ସଖାଳ ରୁ ଖେଳିଆସୁ ନଥିବ ?

She will not (won't)have been playing since morning.


Interrogative sentence :- ପ୍ରଶ୍ନବାଚକ ବାକ୍ୟ

<Wh>+Will +Sub+(not)+have been +v1+ing +obj +since /for +<time>?

      

 ପ୍ରିତେଶ ଦୁଇ ଘଣ୍ଟା ହେବ କେଉଁଠି ବୁଲୁଥିବ?

Where will ram have been walking for two hours ?

ସିଏ କେବେଠୁ ଖେଳିଆସୁଥିବ?

Since when will he have been playing ?



Comments

Popular posts from this blog

MY GREATEST OLYMPIC UNIT -1,2,

Money mad mcq