Mix note
Definition :- A word or a group of words which makes a complete sense, is called a sentence. ସଂଜ୍ଞା :- ଗୋଟିଏ ଶବ୍ଦ ବା କେତେ ଗୁଡିଏ ପଦ ର ସମାହାର ରେ ସୃଷ୍ଟି, ଏବଂ ମନର ଭାବକୁ ସମ୍ପୂର୍ଣ୍ଣ ରୂପରେ ପ୍ରକାଶ (ବୁଝାଇଲେ ) କରୁଥିବା ଶବ୍ଦ ଗୁଚ୍ଛ କୁ ବାକ୍ୟ(sentence ) କୁହାଯାଏ l Sentences are two section :- 1.Part of a sentence 2.Kind of a sentence Kind of sentence କୁ ଛ (6) ଭାଗରେ ବିଭକ୍ତ କରାଯାଇଥାଏ l 1. Affiramat...